ଘିଅ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଲହୁଣୀକୁ ନିଆଁରେ ବସାଇ ତହିଁରୁ ଜଳୀୟ ଅଂଶ ନଷ୍ଟକରି ଘିଅରେ ପରିଣତ କରିବା — To clarify butter (by heating over fire) and prepare ghee.



ଘିଅ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଲହୁଣୀକୁ ଅଗ୍ନି ଉତ୍ତାପରେ ନିର୍ଜଳ କରି ତହିଁରୁ ଘୃତ ପ୍ରସ୍ତୁତ କରିବା

[ଦ୍ରଷ୍ଟବ୍ୟ —ପ୍ରକୃତରେ ଘିଅ ମରାଯାଏ ନାହିଁ; ଲହୁଣୀକୁ ନିଆଁରେ ବସାଇ ତାକୁ ନିର୍ଜଳ କରିବାଦ୍ୱାରା ଘୃତ ପ୍ରସ୍ତୁତ କରାଯାଏ]