ଘିଅ ପିମ୍ପୁଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଘୃତଲୋଭୀ ଏକପ୍ରକାର ଅତି ଛୋଟ ନାଲି ପିମ୍ପୁଡ଼ି —୧. A small red ant, very fond of ghee.
୨. ଘିଅରେ ପଡ଼ିଥିବା ପିମ୍ପୁଡ଼ି — ୨. Ants fallen into ghee.