ସଂସ୍କୃତ - ବିଶେଷ୍ୟ -(ଘସ୍ ଧାତୁ= ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂରାଜୀ - ଗ୍ରାସ୍ସ୍)
ସମ୍ପାଦନା
- ୧. ଦୂର୍ବା; ଦୂବ —୧. Creeping grass.
- ୨. କୁଟା —୨. Straw.
- ୩. ସାଧାରଣ ଘାସ; ତୃଣ —୩. Ordinary grass; pasture grass; meadow-grass.
- ୪. ଖାଦ୍ୟ —୪. Food.