ଘାରିହେବା
ଘାରିହେବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଦେଶଜ - କ୍ରି. (ଅକର୍ମକ) (ସଂସ୍କୃତ - ଘୂର୍ଣ୍ଣ; ଘାରିବାର କର୍ମବାଚ୍ୟରୂପ)
ସମ୍ପାଦନା- ୧. ଆକ୍ରାନ୍ତ ହେବା; ଜର୍ଜରିତ ହେବା — ୧. To be overpowered.
ନଳ କାମବଶରେ ହୋଇଲେ ଘାରି—କୃଷ୍ଣସିଂହ ମହାଭାରତ ବନ
- ୨. ବିଶେଷ ଚିନ୍ତିତ ହେବା — ୨. To be mentally disturbed.
ଘାରି ହୋଇ ସରିଯିବୁ ସଦନେ—କବିସୂର୍ଯ୍ୟ. ସଙ୍ଗୀତ
- ୩. ଘୁର୍ଣ୍ଣିତ ହେବା — ୩. To be reeling; to whirl.
- ୪. ଆର୍ତ୍ତ ହେବା —୪. To be overcome.
ବୋଲନ୍ତି କ୍ଷୁଧା ପାପାସାରେ ହୋଇ ପାରି—କୃଷ୍ଣସିଂହ ମହାଭାରତ ବନ