ଘାଟିଆ
ଘାଟିଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ୍ଟପାଳି)
ସମ୍ପାଦନା- ୧. ଘାଟମାଝୀ — ୧. Ferry-man.
- ୨. ଯେ ଗିରିସଂକଟ ଆଦି ଜଗିଥାଏ — ୨. One who guards a mountain- pass.
- ୩. ନଗରର ଦ୍ୱାରରକ୍ଷକ —୩. Town-gate- keeper.
- ୪. ଶୁକ୍ଳଦ୍ୱାର ରକ୍ଷକ —୪. Toll-gate- keeper.
- ୫. ତୀର୍ଥସ୍ଥାନ ବା ଦେବମନ୍ଦିରର ଦ୍ୱାରରକ୍ଷକ — ୫. Gate-keeper of a place of pilgrimage or temple.
- ୬. ତୀର୍ଥସ୍ଥାନର ନଦୀ ବା ପୁଷ୍କରିଣୀର ଘାଟରେ ଥାଇ ଯାତ୍ରୀଙ୍କୁ ସଂକଳ୍ପ ଆଦି କରାଇ ସେମାନଙ୍କଠାରୁ ଦାନ ଗ୍ରହଣ କରିବା ପଣ୍ଡା —୬. A priest who attends the bathing ghat at some sacred place and takes gifts from pilgrims.