ଘାଗଡା
ଘାଗଡା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘର୍ଘର=କ୍ଷୁଦ୍ର ଘଣ୍ଟିକା) ସମ୍ପାଦନା
- ୧. କଣ୍ଠାଭରଣ ବିଶେଷ —୧. A kind of necklace.
- ୨. ମେସ୍ ମାନଙ୍କର ପିନ୍ଧିବା ଏକପ୍ରକାର ଲମ୍ୱା କୁର୍ତ୍ତା; ଲହଙ୍ଗା —୨. Frock worn by European ladies.
[ଦ୍ରଷ୍ଟବ୍ୟ —ଏ ପୋଷାକ ଅଣ୍ଟାଠାରୁ ବଳାଗଣ୍ଠି ପର୍ଯ୍ୟନ୍ତ ଦେହର ଚାରି ପାଖେ ବେଢା ହୋଇ ଥାଏ]
ଦେଶଜ - ବିଶେଷଣ - ଧ୍ୱନ୍ୟନୁକରଣ (ସଂସ୍କୃତ - ଘର୍ଘର) ସମ୍ପାଦନା
ଉଚ୍ଚ କଠୋର ସ୍ୱରଯୁକ୍ତ (ପାଟି) —Loud and hoarse (tone).