ଘାଏ ଘାଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଘାତ) ସମ୍ପାଦନା

୧ : ଏକ ଏକ ପ୍ରହାର କରି — ୧. Stroke by stroke.

୨. ଥରକେ ଏକ ପ୍ରହାର ଦେଇ; ଥରକେ ପାହାରେ — ୨. One stroke at a time.

ରଜାକୁ ଘାଏ ଘାଏ ରାଣୀଙ୍କ ଯୁଗବୁଡ଼ ଢଗ

୩. ଥରକୁ ଥର; ବାରଂବାର — ୩. Repeatedly; over and over.

(ଯଥା—ତୁ ଏଠାକୁ ଘାଏ ଘାଏ ଆସୁଥିବୁ ତ )