ଘାଏଁ
ଘାଏଁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଅନୁବାଦ ସମ୍ପାଦନା
ଘାଏଁ
|
ଦେଶଜ - କ୍ରି. ବିଶେଷଣ - ସମ୍ପାଦନା
- ୧. ଦାଉରେ; ଜୋର୍ରେ — With force; forcibly.
(ଯଥା—ଏଡେଘାଏଁ କଥା କହ ନାହିଁ )
- ୨. ଥରେ —୨. Once.
ଅକାଳେ ମାଇଲି ଘାଏଁ, ଗଲା ଶ୍ରାବଣ ଯାଏ ଢଗ
- ୩. ରୂପେ —୩. An adverb prefix like 'ly' as in 'greatly'.
[ଦ୍ରଷ୍ଟବ୍ୟ —ବଡ, ଏଡେ ଆଦି ଶବ୍ଦ ସଙ୍ଗେ ଏହା ଲାଗେ; ଯଥା— ବଡଘାଏଁ=ବଡ଼ କରି ]