ଘାଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ଘାତ) ସମ୍ପାଦନା

୧. ଏକ ଆଘାତରେ — ୧. At one stroke.

ଅୟୂତେ ନାଗବତ ଜରାସନ୍ଧ ରାୟେ, ଭେଟିଲା ଯମଙ୍କୁଟି ଭୀମ ବାହୁ ଘାଏ କୃଷ୍ଣସିଂହ; ମହାଭାରତ ବନ

୨. ଏକାଥରକେ —୨. At one time; once.

ପ୍ରାଦେଶିକ - (ସମ୍ୱଲପୁର) ଅ ସମ୍ପାଦନା

ଦଣ୍ଡେ; କ୍ଷଣେ — A moment only.