ଘା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ହନ ଧାତୁ+ଭାବ. ଅ+ଆରବୀ - ମେଦିନୀକୋଷ) ସମ୍ପାଦନା

୧. ଆଘାତ —୧. Stroke.
୨. କାଞ୍ଚୀ —୨. Waist-chain.
୩. ବନ୍ୟବୃକ୍ଷବିଶେଷ —୩. A wild tree; Marsdenia Tenacissima (Haines).

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘାତ, ଘା) ସମ୍ପାଦନା

୧. କ୍ଷତ —୧. Wound.
୨. କ୍ଷତ ବା ବ୍ରଣ ଯୋଗୁଁ ଶରୀରର କୌଣସି ଅଂଶରୁ ଚମଡ଼ା ବାହାରି ଯାଇ ରକ୍ତ ଓ ମାଂସ ଦେଖା ଯାଉଥିବା ଅବସ୍ଥା —୨. Sore.
୩. ବ୍ରଣ —୩. Boil; ulcer.
୪. କ୍ଷତଚିହ୍ନ —୪. Mark of wound; scar.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଘାତ; ତୁଳ. ବଙ୍ଗାଳୀ - ଘା) ସମ୍ପାଦନା

ଅସ୍ତ୍ରଶସ୍ତାଦିଦ୍ୱାରା ପ୍ରହାର; ଆଘାତ — Blow or stroke with a weapon.