ଘଷିବା

ଉଚ୍ଚାରଣ

ସମ୍ପାଦନା
(file)
  • (file)

ଅନୁବାଦ

ସମ୍ପାଦନା

(ଘଷାଇବା—ଣିଜନ୍ତ)

ଦେଶଜ - କ୍ରି. (ଘୃଷ୍ ଧାତୁ)

ସମ୍ପାଦନା
୧. ଘର୍ଷଣ କରିବା; ରଗଡ଼ିବା; ମଳିବା —୧. To rub.

ଚକ୍ଷୁ ଘଷଇ ବେନ ହସ୍ତେ, ଶିବକୁ ଦେଖିଲା ଅଗ୍ରତେ ଜଗନ୍ନାଥ. ଭାଗବତ

୨. ଅନ୍ୟର ପାଦାଦି ଘର୍ଷଣ କରିବା; ମଞ୍ଚାଳବା —୨. To massage the limbs of another.
୩. ପାଲିସ୍ କରିବା —୩. To polish; to brush.
୪. ମାଜି କରି ସଫା କରିବା — ୪. To clean by brushing; to scour.
୫. ବାଟିବା —୫. To crush; to bruise.