ଘଷି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋବିଷ୍ଠା; କରୀଷ; ସଂସ୍କୃତ - ନାମ. କୁଟୀ; ସଂସ୍କୃତ - ଘୁଣ୍ଟିକ= ବନସ୍ଥ କରୀଷ) ସମ୍ପାଦନା

୧. ଜାଳରୂପେ ବ୍ୟବହୃତ ପିଷ୍ଟକାକାର ଶୁଷ୍କ ଗୋମୟ —Dried cow-dung-cake used as fuel.

ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବା ଘଷି—କବିସୂର୍ଯ୍ୟ. କବିତାକଲ୍ଲୋଳ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

୧. ଛେନା —୧. Cheese.