ଘଷର ପଶର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. ଘଷର ଘଷର (ଦେଖ) - ୧. Ghashara ghashara (See)
୨. ଲହର ପହର; ବହୁବାର ଏକସ୍ଥାନ ପାଖ ଦେଇ ଯିବା ଆସିବା କରିବା — ୨. Moving to and fro about a place.

ତୁମ୍ଭେ ଯହିଁ ପାଇଁ ଘଷରପଶର ଆମେ ସେ କଥାଟି ଜାଣୁ—ଢଗ

୩. କୌଣସି କାର୍ଯ୍ୟ କରିବା ବିଷୟରେ ଅନୁଚିତ ବିଳମ୍ୱ ବା ଶିଥିଳତା —୩. Undue delay or laxity in the doing of a work.