ଘଳ୍ କିନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ଧ୍ୱନ୍ୟନୁକରଣ) ସମ୍ପାଦନା

ହଠାତ୍ ବହୁ ପରିମାଣରେ (ପୂଜା ବା ପାଣି ବୋହିବା) — Copiously (said if sudden discharge of pus or water).

(ଯଥା—ହିଡ଼ରେ ଗୋଟାଏ କଣା ବାଟେ ଘଳ୍ କିନା ପାଣି ବାହାରିଲା; ବଥରୁ ଘଳ୍ କିନା ଗୁଡ଼ାଏ ପୂଜ ବାହାରି ପଡ଼ିଲା)