ଘର ବୁଡ଼ିବା

ଉଚ୍ଚାରଣ

ସମ୍ପାଦନା
(file)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବଢ଼ିପାଣି ଆଦିରେ ଘରଦ୍ୱାର ବୁଡ଼ିଯିବା — ୧. The rise of flood-water over the roofs of houses.
୨. କୌଣସି ପରିବାରର ଘରଦ୍ୱାର ଏକାବେଳକେ ଧ୍ୱସ୍ତ ହେବା —୨. Ruination of a family.

ଏତେକେ ବୁଡ଼ିଲା ମୋ ଘର, ଭଣ୍ଡ ଲୋ ମୋହର ଆଗର— ଜଗନ୍ନାଥ ଭାଗବତ

୩. ପରିବାର କଳଙ୍କିତ ହେବା — ୩. Scandalisation of a family.