ଘର କରିବାକୁ ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଦେଶଜ - କ୍ରିୟାପଦ - ସମ୍ପାଦନା

(ବିବାହିତା କନ୍ୟା) ବୟଃପ୍ରାପ୍ତା ହୋଇ ନିଜ ସ୍ୱାମୀଙ୍କ ସଙ୍ଗେ ଦାମ୍ପତ୍ୟ— ଜୀବନ ଯାପନ କରିବା ନିମନ୍ତେ ପ୍ରଥମେ ଶାଶୁଘରକୁ ଯିବା; ପହିଲିପାଳି ଯିବା — (a married girl) To go to her husband's house for the first time to live with her husband after attaining puberty.