ଘର ଉଜାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଯତ୍ନ ଓ ଜୀର୍ଣ୍ଣସଂସ୍କାର ଅଭାବରୁ ଘରକୁ ଖିନିଖରାପ ବା ନଷ୍ଟ କରିବା — ୧. To let a house go to ruins for want of proper care or repairs.
୨. ଅପବ୍ୟୟ ଓ ଦାନଦ୍ୱାରା ଗୃହକୁ ଶୂନ୍ୟ କରିବା —୨. To make one's house empty by squandering or gifts.