ଘର ଉଜାଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅପବ୍ୟୟ ହେତୁରୁ ଘରକରଣା ନଷ୍ଟ ହେବା; ପରିବାର ନିଧନ ହେବା — ୧. The state of a family becoming poor on account of squandering.
୨. ଯତ୍ନ ଓ ସଂସ୍କାର ଅଭାବରେ ଗୃହ ଖିନିଖରାପ ହେବା — ୨. A house becoming spoiled for want of care and repairs; neglected state of a house.