ଘର ଉଜଳ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ନିଜର ଗୃହ ବା ପରୁବାରକୁ ଆନନ୍ଦମୟ ବା ଶାନ୍ତିମୟ କରିବା — ୧. To make one's family happy or peaceful.
୨. କୁଳ ଉଜ୍ଜ୍ୱଳ କରିବା; ନଜ କାର୍ଯ୍ୟଦ୍ୱାରା ପରିବାରର ମହତ୍ତ୍ୱ ବା ପ୍ରତିପତ୍ତକୁ ବଜାୟ ରଖିବା ବା ବଢ଼ାଇବା — ୨. To maintain or enhance the good or high reputation of a family (by one's own conduct).
୩. (ଅତ୍ୱୁକ୍ତି) ନିଜର ସୌନ୍ଦର୍ଯ୍ୟଦ୍ୱାରା ଗୃହକୁ ଉଜ୍ଜଳ ବା ଶୋଭାଯୁକ୍ତ କରିବା —୩. (exaggeration) To brighten a house by one's grace or beauty.

(ଯଥା—ବୋହୂପିଲାଟି ଆମ ଘର ଉଜ୍ଜଳ କରିଛି)