ଘର୍ମାକ୍ତ

ଉଚ୍ଚାରଣ

ସମ୍ପାଦନା
(file)
(ଘର୍ମାକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (୩ୟା ତତ୍; ଘର୍ମ+ଅକ୍ତ=ସିକ୍ତ)

ସମ୍ପାଦନା

ଝାଳଦ୍ୱାରା ଓଦା ହୋଇଥିବା ବା ଝାଳରେ ବୁଡ଼ିଥିବା; ସ୍ୱେଦାର୍ଦ୍ର —Wet with sweet; perspiring.