ଘରେଇତୀ
ଘରେଇତୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଦେଶଜ - ବିଶେଷଣ - ସ୍ତ୍ରୀ
ସମ୍ପାଦନା- ୧. ଯେ ସର୍ବଦା ଘରେ ରହେ — ୧. Home-staying.
- ୨. ଗୃହ ଧନ୍ଦାରେ ସବୁବେଳେ ବ୍ୟାପୃତା — ୨. Always busy in house-hold duties.
- ୩. ଯେଉଁ ସ୍ତ୍ରୀ ପାରିବାରିକ ଜୀବନଯାପନ କରିବାକୁ ସୁଖ ପାଏ —୩. Loving to lead a family-life home-loving.
ଦେଶଜ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନା- ୧. ଗୃହକର୍ତ୍ତୀ —୧. Mistress of the house.
- ୨. (ବ୍ୟଙ୍ଗ) ବଳେ ପଶି ଯେଉଁ ସ୍ତ୍ରୀ ପରର ଘରେ ଆପଣାର କର୍ତ୍ତୃତ୍ୱ ଦେଖାଏ —୨. A woman who exercises mastery in another family uninvited.