ଘରବାଲା

ଉଚ୍ଚାରଣ

ସମ୍ପାଦନା
(file)
  • (file)

ଅନୁବାଦ

ସମ୍ପାଦନା
(ଘରବାଲୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଗୃହସ୍ୱାମୀ — ୧. The householder.

"ଗାଁ ଲୋକେ ହୁସିଆର, ଘରବାଲେ ଖବରଦାର୍" ପାଟିକରରି ଡ଼ାକିଦିଏ ଫକୀରମୋହନ—ଛମାଣଆଠଗୁଣ୍ଠ

୨. (ସ୍ତ୍ରୀର ସ୍ୱାମୀ, ଭର୍ତ୍ତା —୨. Husband.
୩. ଭଡ଼ାଘରର ମାଲିକ —୩. The landlord of a rented house.