ଘରଛପର

ଉଚ୍ଚାରଣ

ସମ୍ପାଦନା
(file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର+କ୍ଷେପ)

ସମ୍ପାଦନା
୧. ଚାଳଘରର ଚାଳକୁ ନଡ଼ା ଆଦିଦ୍ୱାରା ଘୋଡ଼ାଇବା —୧. Thatching of a house.
୨. ଚାଳଘରର ଉପରିସ୍ଥ ଆବରଣ — ୨. The thatch of a house.