ଘରଚଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର+ଚଟକ) ସମ୍ପାଦନା

ଘରର ଚାଳତଳେ ବାସ କରୁଥିବା କ୍ଷୁଦ୍ର ପକ୍ଷିବିଶେଷ — The house-sparrow.

[ଦେଖ— ଏହାର ମାଂସ ମଧୁର, ସ୍ନିଗ୍ଧ ଶୁକ୍ରଜନକ, କଫକାରକ ଓ ସନ୍ନିପାତ ପ୍ରଶମକ—ଦ୍ରବ୍ୟଗୁଣ]