ଘରଘର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. ପ୍ରତିଘରେ — ୧. In every house.

ଘରଘର ଠାକୁରବାଡ଼ୀ—ଢଗ

୨. ଜଣକ ଘରୁ ଅନ୍ୟ ଘରକୁ — ୨. From one's door to another's from one house to another; from door to door.

ଘରଘର ହୋଇ ବୁଲଇ ଗୋରମ, ମଦ ବିକାଯାଏ ବସି—ଢଗ

୩. (ଧ୍ୱନ୍ୟନୁକରଣ) (ସଂସ୍କୃତ - ଘର୍ଘର)—ଘର୍ଘର (ଦେଖ) - ୩. Gharghara (See).