ଘରକରଣା ବୁଦ୍ଧି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୃହକରଣ) ସମ୍ପାଦନା

ନିଜର ଗୃହସଂସାର ସୁଚାରୁ— ରୂପେ ପରିଚାଳନ କରିବାର ବୁଦ୍ଧି — An eye on domestic economy; worldly wisdom.

ଘରକରଣା ବୁଦ୍ଧି ଯାହାକୁ ଦିଶେ ଗୃହଲୁଣ୍ଡା ନେଇ ଚାଳରେ ଖୋସେ —ଢଗ