ଘର
ଘର
ଉଚ୍ଚାରଣ
ସମ୍ପାଦନାଧ୍ୱନି | Duration: 3 seconds. | (file) |
ଧ୍ୱନି (ମାନକ ଓଡ଼ିଆ) Duration: 2 seconds. (file) ଧ୍ୱନି (ମାନକ ଓଡ଼ିଆ) Duration: 2 seconds. (file) ଧ୍ୱନି (ମାନକ ଓଡ଼ିଆ) Duration: 2 seconds. (file) ଧ୍ୱନି (ମାନକ ଓଡ଼ିଆ) Duration: 1 second. (file)
ସଂସ୍କୃତ - ବିଶେଷ୍ୟ - (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ)
ସମ୍ପାଦନା- ୧. ଗୃହ; ଭବନ —୧. House.
- ୨. ପ୍ରକୋଷ୍ଠ —୨. Room; compartment.
- ୩. ବାସସ୍ଥାନ —୩. Abode, home; residence.
ହେ ନାରାୟଣ ଭୂତେଶ୍ୱର ପ୍ରାଣିହୃଦୟ ତୋର ଘର ଜଗନ୍ନାଥ. ଭାଗବତ
- ୪. କୌଣସି ଜୀବର ଆଶ୍ରୟସ୍ଥାନ; ଶାଳା — ୪. Refuse; shelter.
(ଯଥା—ଘୋଡ଼ାଘର)
- ୫. ବିଶେଷ କାର୍ଯ୍ୟପାଇଁ ବ୍ୟବହୃତ ପ୍ରକୋଷ୍ଠ — ୫. Room or compartment set a part or a particular use or purpose.
(ଯଥା—ଶୋଇବା ଘର; ଖାଇବା ଘର; ରୁଷେଇ ଘର)
- ୬. ପରିବାର; ବଂଶ; କୁଳ —୬. family
ତୁମ୍ଭେ ଧନବନ୍ତ ଘର କୁମର ହୋଇ—କବିସୂର୍ଯ୍ୟ. ସଙ୍ଗୀତ
- ୭. ଉଚ୍ଚ ବଂଶ; ଉଚ୍ଚ କୁଳ — ୭. High family.
ଘର ଦେଖି ଦେଇ କି, ବର ଦେଖି ଦେଇ—ଢଗ
- ୮. ଧନୀ ପରିବାର —୮. A rich family.
- ୯. ଘରକରଣା; ସଂସାର — ୯. House-hold; domestic world.
(ଯଥା—ଘରେ ନ ଥାଏ ଭୂରୁଭୂକା, ପଦିଆ କରୁଛି ଠାକୁର ପୂଜା—ଢଗ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ସ୍ଥାନ —Place.
(ଯଥା—ରୋଗର ଘର; ଅନିଷ୍ଟର ଘର)
- ୨. ପାରିବାରିକ ଉତ୍ସବ ବା ଅନୁଷ୍ଠାନ —୨. A family. ceremony; a ceremonial occasion.
(ଯଥା—ବିଭାଘର, ବ୍ରତଘର, ଆଶୀର୍ବାଦଘର, ଶ୍ରୀଦ୍ଧଘର)
- ୩. ମୂଳ; ନିଦାନ —୩. Root; cause.
ଯେ ସର୍ବ ଯଜ୍ଞ ବସ୍ତୁ ସାର, ସର୍ବ ସୌଭାଗ୍ୟର ଯେ ଘର—ଜଗନ୍ନାଥ. ଭାଗବତ
- ୪. ଲୁଗାରେ ବୁଣା ହୋଇଥିବା ସୂତାର ଚାରିକୋଣିଆ ଫାଙ୍କ; ଘରା —୪. Square grooves or inter- stics between the threads of a cloth.
(ଯଥା—ତଉଲିଆର ଘର)
- ୫. ପାଳିତ ହାତୀଘୋଡ଼ାଙ୍କର ସଂଖ୍ୟା —୫. Number of elephants or horses belonging to a person.
(ଯଥା—ଆମ ରଜାଙ୍କର ଦୁଇଘର ହାତୀ ଅଛନ୍ତି)
[ଦ୍ରଷ୍ଟବ୍ୟ —ହାତୀ ଘୋଡ଼ା ବହୁମୂଲ୍ୟର ଜୀବ ହୋଇଥିବାରୁ ଲୋକେ ଏତେ ଗୋଟା ହାତୀ ବା ଘେଡ଼ା ନ କହି ଏତେ ଘର ହାତୀ ବା ଘୋଡ଼ା ବୋଲି କହନ୍ତି]
- ୬. କୌଣସି ସ୍ଥାନବାସୀ ପରିବାରଙ୍କ ସଂଖ୍ୟା — ୬. Number of families resident in a place.
(ଯଥା—ରାଜା ପୁରୀ ଜିଲ୍ଲାରୁ ଦଶଘର ବ୍ରାହ୍ମଣ ଅଣାଇ ଗଡ଼ରେ ଗୋଟିଏ ଶାସନ ବସାଇଛନ୍ତି)
- ୭. (ଲକ୍ଷଣାର୍ଥ) ଆଧାର —୭. (figurative) Receptacle.
ତୁ ନାଥ ଅଖିଳ ଠାକୁର ପରମ ମଙ୍ଗଳ ଘର—ଜଗନ୍ନାଥ, ଭାଗବତ
- ୮. ନିଜର ସ୍ତ୍ରୀ —୮. One's wife.
[ଦ୍ରଷ୍ଟବ୍ୟ —ସଂସ୍କୃତରେ ମଧ୍ୟ ଗୃହଣୀକୁ ଗୃହ ବୋଲାଯାଏ]
- ୯. ଆପାଣା ବାସସ୍ଥାନର ଚତୁଃସାମା ମଧ୍ୟସ୍ଥ ସ୍ଥାନ; ଘରବାଡ଼ି — ୯. Homestead; premises.
(ବାହାର—ବିପରୀତ)
- ୧୦. ବୁଣାଯିବା ଜାଲର ଦୁଇଟି ପନ୍ତି ମଧ୍ୟସ୍ଥ ଫାଙ୍କ — ୧୦. Space between two rows of strings of a net.