ଘମାଘୋଟ୍
ଘମାଘୋଟ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଘନଘଟା)
ସମ୍ପାଦନା- ୧. ଜାକଜମକ — ୧. Grandeur.
- ୨. ଧୁମ୍ଧାମ୍; ଆଡ଼ମ୍ୱର — ୨. Ado; grand display.
- ୩. ଆଧୁକ୍ୟ —୩. Excess.
- ୪. ବର୍ଷିକା ପୂର୍ବରୁ ଆକାଶରେ ଚାରି ଆଡ଼େ ମେଘ ଘୋଟିବା ଅବସ୍ଥା —୪. Overcloudiness.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ତିବିଡ଼ —୧. Dense.
- ୨. ଗାଢ଼ —୨. Deep; frofound.
- ୩. ଅତ୍ୟଧିକ —୩. Excessive.
- ୪. ସର୍ବତ୍ର ବ୍ୟାପିଥିବା; ସର୍ବତ୍ର ଘୋଟିଥିବା — ୪. Diffused; extensive; overclouding.
- ୫. ଭୟଙ୍କର —୫. Terrific.
- ୬. ବାର୍ଷିକ ପୂର୍ବରୁ ଚାରିଆଡ଼େ ନିବିଡ଼ରୂପେ ଆକାଶକୁ ମେଘ ଘୋଟି ଥିବା (ଅବସ୍ଥା ବା ପାଗ) —୬. Overcloudy (weather).