ଘମଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ତୁଳ. ହିନ୍ଦୀ - ଘମଂଡୀ=ଗର୍ବୀ) ସମ୍ପାଦନା

୧. ବଗୁଲିଆ; ବଦ୍ମାସ୍; ଦୁଷ୍ଟ —୧. Wicked.
୨. ଗର୍ବୀ —୨. Arrogant; proud.