ଘବଡ଼ାଇବା
(ଘବଡ଼େଇବା—ଅନ୍ୟରୂପ)
ଭୟତ୍ରସ୍ତ ହେବା; କିଂକର୍ତ୍ତବ୍ୟବିମୂଢ଼ ହେବା; ଅତର୍ଛ ହେବା —To be bewildered; to be confused; to be dumb-founded.