ଘନୀଭୂତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

(ଘନୀଭାବ—ବି)

  • (file)

ସଂସ୍କୃତ - ବିଶେଷଣ - [ଘନ+ଅଭୂତ ତଦ୍ଭାବେ ଚ୍ୱି (ଈ)+ଭୂତ] ସମ୍ପାଦନା

୧. କେନ୍ଦ୍ରୀଭୂତ —୧. Centred.
୨. ସାନ୍ଦ୍ରୀଭୂତ —୨. Densified.
୩. ଯାହା ପୂର୍ବେ ତରଳ ଥିଲା ବର୍ତ୍ତମାନ ଘନ ବା କଠିନ ହୋଇଅଛି —୩. Frozen; condensed.
୪. ଦୃଢ଼ୀଭୂତ; ଯାହା ପୂର୍ବେ କୋମଳ ଥିଲା ବର୍ତ୍ତମାନ ଟାଣ ହୋଇଅଛି —୪. Hardened; srtengthened.
୫. ଗଭୀର କରାଯାଇ ଥିବା —୫. Deepened.
୬. ପୂର୍ବ ଅପେକ୍ଷା ବେଶି ବଢ଼ିଥିବା —୬. Intensified.