ଘନିଷ୍ଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଘନିଷ୍ଠତା, ଘନିଷ୍ଠତ୍ୱବି

  • (file)

ସଂସ୍କୃତ - ବିଶେଷଣ - (ଘନ+ଅତ୍ୟନ୍ତ ଅର୍ଥରେ ଇଷ୍ଠ) ସମ୍ପାଦନା

୧. ଅତିଶୟ ଘନ — ୧. Very dense; closest.
୨. ଅତି ନିକଟ —୨. Nearest; proximate.
୩. ଅବ୍ୟବହିତ —୩. Immediate.


୪. ଅତି ପ୍ରିୟ —୪. Very intimate.
୫. ନିକଟସଂମ୍ପର୍କୀୟ; ନିକଟାତ୍ମୀୟ — ୫. Closely related.