ଘନାମ୍ୱୁ

ଉଚ୍ଚାରଣ

ସମ୍ପାଦନା
(file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘନ+ଅମ୍ୱୁ)

ସମ୍ପାଦନା
୧. ବର୍ଷାପାଣି — ୧. Rain-water.
୨. ବର୍ଷା —୨. Rain.