ଘନାଚ୍ଛନ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଘନ+ଆଚ୍ଛନ୍ନ) ସମ୍ପାଦନା

୧. ମେଘଦ୍ୱାରା ଘୋଡ଼ାଇ ହୋଇଥିବା; ମେଘୁଆ (ପାଗ) —୧. Overcloudly (weather).
୨. ନିବିଡ଼ଭାବରେ ଆଚ୍ଛାଦିତ — ୨. Thickly covered or overlaid.