ଘନାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ବଙ୍ଗଳାରୁ ଅନୁକୃତ) (ସଂସ୍କୃତ - ଘନୀଭୂତ; ସଂସ୍କୃତ - ଘନାୟ ନାମ ଧାତୁ) ସମ୍ପାଦନା

୧. ଘନ ହେବା; ଗାଢ଼ ହେବା; ଘନୀ— ଭୂତ ହେବା —୧. To become dense; to become densified; to deepen.
୩. ଗାଢ଼ କରିବା; ଧନୀଭୂତ କରିବା — ୩. To solidify; to thicken.