ଘନା
ଘନା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଘନ+ଆ)
ସମ୍ପାଦନା- ୧. ମଧୁପର୍ଣ୍ଣୀଲତା (ଜ୍ଞାନେନ୍ଦ୍ର) — ୧. Name of a creeper.
- ୨. ତନ୍ତ୍ରୀବାଦ୍ୟବିଶେଷ — ୨. Name of a stringed instrument (M.W.)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଘନ)
ସମ୍ପାଦନାଗାଢ଼; ନିବିଡ଼ —Thick; dense.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନା- ୧. ଘଣା; ଆଖୂଖାଇ — ୧. Sugar-cane mill.
- ୨. ଶସ୍ୟ ଭାଜିବା ହାଣ୍ଡି — ୨. An earthen pot for frying grains.
- ୩. କୁମାରୁର ଲିହାଇ — ୩. Hammering block of a blacksmith.