ଘନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଘନ+ଆ) ସମ୍ପାଦନା

୧. ମଧୁପର୍ଣ୍ଣୀଲତା (ଜ୍ଞାନେନ୍ଦ୍ର) — ୧. Name of a creeper.
୨. ତନ୍ତ୍ରୀବାଦ୍ୟବିଶେଷ — ୨. Name of a stringed instrument (M.W.)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଘନ) ସମ୍ପାଦନା

ଗାଢ଼; ନିବିଡ଼ —Thick; dense.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ଘଣା; ଆଖୂଖାଇ — ୧. Sugar-cane mill.
୨. ଶସ୍ୟ ଭାଜିବା ହାଣ୍ଡି — ୨. An earthen pot for frying grains.
୩. କୁମାରୁର ଲିହାଇ — ୩. Hammering block of a blacksmith.