ଘନସ୍ୱନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - (ଘନ+ସ୍ୱନ) ସମ୍ପାଦନା

୧. (କର୍ମଧା) ଗମ୍ଭୀରଧ୍ୱନି — ୧. Deep sound or tone; thundering sound.
୨. (୬ଷ୍ଠୀ ତତ୍) ମେଘଧ୍ୱନି — ୨. Rolling sound of thunder.
୩. ଗୁଳ୍ମବିଶେଷ —୩. Amarunthus Polygamus (M.W.)

ସଂସ୍କୃତ - ବିଶେଷଣ - (ବହୁବ୍ରୀହ; ଘନ+ସ୍ୱନ) ସମ୍ପାଦନା

ଯାହାର କଣ୍ଠଧ୍ୱନି ମେଘ ପରି ଗମ୍ଭୀର —Deep-toned lie the clouds; having sound like a thunder.