ଘନସ୍ୱନ
ଘନସ୍ୱନ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘନ+ସ୍ୱନ)
ସମ୍ପାଦନା- ୧. (କର୍ମଧା) ଗମ୍ଭୀରଧ୍ୱନି — ୧. Deep sound or tone; thundering sound.
- ୨. (୬ଷ୍ଠୀ ତତ୍) ମେଘଧ୍ୱନି — ୨. Rolling sound of thunder.
- ୩. ଗୁଳ୍ମବିଶେଷ —୩. Amarunthus Polygamus (M.W.)
ସଂସ୍କୃତ - ବିଶେଷଣ - (ବହୁବ୍ରୀହ; ଘନ+ସ୍ୱନ)
ସମ୍ପାଦନାଯାହାର କଣ୍ଠଧ୍ୱନି ମେଘ ପରି ଗମ୍ଭୀର —Deep-toned lie the clouds; having sound like a thunder.