ଘନସଞ୍ଜାତସ୍ଥିତିଗତି

ଘନସଞ୍ଜାତସ୍ଥିତିଗତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - (ବିଜ୍ଞାନପରିଭାଷା) ସମ୍ପାଦନା

ପ୍ରାଣୀମାନଙ୍କ କଠିନ ପଦାର୍ଥ ସଂସ୍ରବରେ ଆସିବାର ପ୍ରକୃତି ବା ପ୍ରତିକ୍ରିୟା, (ଯହିଁର ଫଳରେ କେତେକ ପ୍ରାଣୀ (ବେଙ୍ଗ, କଙ୍କଡ଼ା, ସାପ ବା ବିଛା ଓ ପୋକଙ୍କର କଠିନପଦାର୍ଥ (କାଠ ବା ପଥରର ସନ୍ଧ ବା ଖୋଳ)— ସଂପର୍କରେ ରହିବାର ପ୍ରବୃତ୍ତି ଜାତ ହୁଏ — (scientific term) Stereotropism.