ଘନଶବ୍ଦ

ଉଚ୍ଚାରଣ

ସମ୍ପାଦନା
(file)

ସଂସ୍କୃତ - ବିଶେଷ୍ୟ - (ଘନ+ଶବ୍ଦ)

ସମ୍ପାଦନା
୧. [[ (୬ଷ୍ଠୀ ତତ୍) ଘନଗର୍ଜନ (ଦେଖ) - ୧. Ghanagarjana (See)
୨. (କର୍ମଧା) ଗମ୍ଭୀର ଶବ୍ଦ —୨. Deep sound.
୩. (କର୍ମଧା) ଗର୍ଜନ ଶଦ୍ଦ —୩. Roaring sound.