ଘନରବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘନ+ରବ) ସମ୍ପାଦନା

୧. ମେଘ ଧ୍ୱନି — ୧. Thundering of clouds.
୨. (ବହୁବ୍ରୀହି; ମେଘ ଉଠାଇଲା ବେଳେ ଯେ ରବ କରେ)—ମୟୁର —୨. Peacock.
୩. (ବହୁବ୍ରୀହ) ଚାତକ ପକ୍ଷୀ — ୩. Cocculus Melanoleucus bird (M.W.)