ଘନମୂଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - (ଗଣିତ) ସମ୍ପାଦନା

୧. ଯେଉଁ ମୂଳ ରାଶିକୁ ଉକ୍ତ ରାଶି ସଙ୍ଗେ ଦୁଇ ଥରେ ଗୁଣାଯାଏ ସେହି ଗୁଣ ଫଳର ମୂଳ ରାଶି —୧. (mathematic) The cube- root of a number.

[ଦ୍ରଷ୍ଟବ୍ୟ —ଏଥିରେ ସାଙ୍କେତିକ ଚିହ୍ନ/?/; ଯଥା/?/ ୮=୨: ଅଥାତ—୮ର ଘନମୂଳ୨]

୨. ଗୁଳ୍ମ ବିଶେଷ —୨. The plant Morata (M.W.)