ଘନପରିମାଣ

ଉଚ୍ଚାରଣ

ସମ୍ପାଦନା
(file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଘନ+ପରିମାଣ)

ସମ୍ପାଦନା
୧. କୌଣସି ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ପରିମାଣ —୧. The dimensions of a thing, viz, its length, breadth and thickness.
୨. କୌଣସି ବସ୍ତୁର ଗର୍ଭର ପରିମାଣଫଳ; ଘନ ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ଗୁଣଫଳ — ୨. Cubic contents; capacity of a solid body.