ଘନପତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ଘନ+ପତ୍ର) ସମ୍ପାଦନା

ପୁନର୍ନବା; ପୁରୁଣୀଶାଗ — The hogwood; a kitchen herb; Boerhavia Procumbens.

(ଘନପତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯାହାର ପତ୍ର ମୋଟା — ୧. Thick-leaved.
୨. ଯାହାର ପତ୍ର ଗହଳିଆ —୨. Dense-leaved.