ଘନଚ୍ଛଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହ; ଘନ+ଛଦ=ପତ୍ର; ସନ୍ଧିଦ୍ୱାରା ଛ ସ୍ଥାନରେ ଛ) ସମ୍ପାଦନା

୧. ସଜନାଗଛ — ୧. The Sajanā tree; Moringa.
୨. ତାଳିସ ପତ୍ର —୨. Pinus Webbiana.
୩. ଗୁଳ୍ମବିଶେଷ —୩. Flacourtia Cataphracta. (M.W.)