ଘନଘନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘନ+ଘନ) ସମ୍ପାଦନା

(ଗଣିତ) ଘନଫଳର ଘନଫଳ —(mathematics) The cude of a cude.

[ଦ୍ରଷ୍ଟବ୍ୟ ସ—୩ ଘନ ୨୭: ଓ ଘୃନଘନ ୨୭x୨୭x୨୭x= ୧୯୬୮୩: ]

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଶୀଘ୍ର — ୧. Briskly; quickly.
୨. ଉପର୍ଯ୍ୟପରି; ବାରମ୍ୱାର — ୨. Repeatedly; frequently.

ଉର୍ଦ୍ଧ୍ୱନିଶ୍ୱାସ ଘନଘନ—ଭୂପତି.ପ୍ରେମପଞ୍ଚାମୃତ

୩. ଅବିରଳଭାବରେ; ନିରବଚ୍ଛିନ୍ନଭାବରେ — ୩. Incessantly; continuously.

ଉଚ୍ଚେ ଘନଘନ ତୁ ରାବୁଥାଉ—ନନ୍ଦିକିଶୋର. ନିର୍ଝରିଣୀ

୪. ମହୁର୍ମୁହଃ —୪. In quick succession.
୫. ପରସ୍ପର ଅତି ସନ୍ନିକଟରେ; ଘନଭାବରେ — ୫. Very near each other; densely.