ଘନକ୍ଷେତ୍ର
ଘନକ୍ଷେତ୍ର
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଘନ+କ୍ଷେତ୍ର)
ସମ୍ପାଦନା- ୧. (ଜ୍ୟାମିତି) ଯେଉଁ କ୍ଷେତ୍ରର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧ ଅଛି —୧. (geometry) A cubical figure; a figure having length, breadth and thickness.
- ୨. ଯେଉଁ ବସ୍ତୁର ଏକାଧିକ ତଳ ଥାଏ — ୨. A solid thing.
- ୩. (ଜ୍ୟାମିତି) ଯେଉଁ କ୍ଷେତ୍ରରେ ଦୈର୍ଘ୍ୟ, ପ୍ରସ୍ଥ ଓ ବେଧ ସମାନ —୩. (geometry) A figure having equal length, breadth and thickness.