ଘନକ୍ଷେତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଘନ+କ୍ଷେତ୍ର) ସମ୍ପାଦନା

୧. (ଜ୍ୟାମିତି) ଯେଉଁ କ୍ଷେତ୍ରର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧ ଅଛି —୧. (geometry) A cubical figure; a figure having length, breadth and thickness.
୨. ଯେଉଁ ବସ୍ତୁର ଏକାଧିକ ତଳ ଥାଏ — ୨. A solid thing.
୩. (ଜ୍ୟାମିତି) ଯେଉଁ କ୍ଷେତ୍ରରେ ଦୈର୍ଘ୍ୟ, ପ୍ରସ୍ଥ ଓ ବେଧ ସମାନ —୩. (geometry) A figure having equal length, breadth and thickness.