ଘନକେଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(file)

ଘନକେଶା, ଘନକେଶୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଘନ+କେଶ) ସମ୍ପାଦନା

ନିବିଡ଼ କେଶ; ଗହବା ବାଳ —Dense hair; thick set hair.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଘନ+କେଶ) ସମ୍ପାଦନା

ନିବିଡ଼ କେଶଯୁକ୍ତ — Dense-haired (male)