ଘଣ୍ଟୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘଣ୍ଟ ଧାତୁ+ଟୁ) ସମ୍ପାଦନା

୧. ହାତୀ ଗଳାରେ ଝୁଲା ହେବା ଘଣ୍ଟାର ମାଳ — ୧. A string of tinkling bells passed round the neck of an elephant.
୨. ଆଲୋକ —୨. Light.
୩. ଉଗ୍ରତା; ଉଷ୍ଣତା; ପ୍ରତାପ —୩. Warmth; heat.
୪. ଆତ୍ମାମ୍ଭରିତା —୪. Selfishness.