ଘଣ୍ଟୁ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘଣ୍ଟ ଧାତୁ+ଟୁ)

ସମ୍ପାଦନା
୧. ହାତୀ ଗଳାରେ ଝୁଲା ହେବା ଘଣ୍ଟାର ମାଳ — ୧. A string of tinkling bells passed round the neck of an elephant.
୨. ଆଲୋକ —୨. Light.
୩. ଉଗ୍ରତା; ଉଷ୍ଣତା; ପ୍ରତାପ —୩. Warmth; heat.
୪. ଆତ୍ମାମ୍ଭରିତା —୪. Selfishness.