ଘଣ୍ଟିକା

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ଘଣ୍ଟ+କ+ସ୍ତ୍ରୀ. ଆ)

ସମ୍ପାଦନା
୧. କ୍ଷୂଦ୍ର ଘଣ୍ଟା —୧. Small bell.
୨. ଘୁଂଗୁର — ୨. Tinkling bell used as ornament.
୩. (ଘଣ୍ଟିକ+ଆ)—ମାଈ କୁମ୍ଭୀର — ୩. A female alligator.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଗଳା ମଧ୍ୟରେ ତାଳୁରେ ଝୁଲୁ— ଥିବା ମାଂସ ପିଣ୍ଡ —୧. Palate; the uvula; the epiglottis.
୨. ଛଣପଟ ଫୁଲ —୨. Flower of the flax plant (looking like small bells).
୩. ଗଳାର ଘଣ୍ଟିକା ବଢ଼ିବା ରୋଗ —୩. A disease consisting of swelling of the uvula.