ଘଣ୍ଟା ବାଜିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଘଣ୍ଟା ଧ୍ୱନିତ ହେବା — ୧. The ringing of a bell.
୨. ଦେବତାଙ୍କ ନିକଟରେ ଭୋଗ ବା ପୂଜା ହେବା ସମୟରେ ଘଣ୍ଟା ବାଦିତ ହେବା — ୨. The ringing of gongs during the offering of bhoga to a Deity.

ବଡ଼ ଦେଉଳରେ ବାଜିଲା ଘଣ୍ଟା ଖାଣ୍ଡିଖିଆଙ୍କର ଉଠିଲା ଅଣ୍ଟା ଢଗ

୩. ଘଟିକାରେ ଏତେ ଘଣ୍ଟା ସମୟ ହେବାର ସୂଚକ ଘଣ୍ଟା ଧ୍ୱନିତ ହେବା —୩. The striking of a gong indicating the hour of the clock; chiming of the hour of a clock.