ଘଣ୍ଟା ବାଜିବା
ଘଣ୍ଟା ବାଜିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଘଣ୍ଟା ଧ୍ୱନିତ ହେବା — ୧. The ringing of a bell.
- ୨. ଦେବତାଙ୍କ ନିକଟରେ ଭୋଗ ବା ପୂଜା ହେବା ସମୟରେ ଘଣ୍ଟା ବାଦିତ ହେବା — ୨. The ringing of gongs during the offering of bhoga to a Deity.
ବଡ଼ ଦେଉଳରେ ବାଜିଲା ଘଣ୍ଟା ଖାଣ୍ଡିଖିଆଙ୍କର ଉଠିଲା ଅଣ୍ଟା ଢଗ
- ୩. ଘଟିକାରେ ଏତେ ଘଣ୍ଟା ସମୟ ହେବାର ସୂଚକ ଘଣ୍ଟା ଧ୍ୱନିତ ହେବା —୩. The striking of a gong indicating the hour of the clock; chiming of the hour of a clock.